Sritam Das@SritamDasDec 16, 2024ଆଜି ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି @CMO_Odisha ଙ୍କ ସହ କଟକର ଏକ ସରକାରୀ କାର୍ଯ୍ୟକ୍ରମ ରେ ଦେଖାହେବା ଅବସରରେ ବିଭିନ୍ନ ବିଷୟରେ ଆଲୋଚନା କଲି. #ଲୋକଙ୍କମୁଖ୍ୟମନ୍ତ୍ରୀ @BJP4Odisha1123318
Sritam Das@SritamDasFeb 12, 2024ବିଶିଷ୍ଟ ଅଭିନେତା, NSD ରେ ପାଠ ପଢିଥିବା ଚକ୍ରଧର ଜେନା ଆଉ ଆମ ଗହଣରେ ନାହାନ୍ତି l ଆଜି ସେ ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି l ଓଁ ଶାନ୍ତି 🙏🏻 @dpradhanbjp @CMO_Odisha @otvnews @kanak_news @Kalingatv @ArgusNews_in @NandighoshaTV @ZeeOdisha @NEWS7Odia6241966
Sritam Das@SritamDasJan 28, 2024ଓଡିଶାର ଜଣେ ସୁନାମଧନ୍ୟ ସିନେମା କଳାକାର ଅଚିନ୍ତ ବିକାଶ ମହାନ୍ତି (ବାବୁଲା ଭାଇ ) ଆଜି ହୃଦଘାତରେ, ଆମ ସମସ୍ତଙ୍କୁ ଛାଡି ଅରପାରିକୁ ଚାଲିଯାଇଛନ୍ତି l ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି l ଓଁ ଶାନ୍ତି 🙏🏻🙏🏻434850