ଓଡ଼ିଆ ଉଇକିପିଡ଼ିଆର ମୋଟ ପ୍ରସଙ୍ଗ ୧୬,୦୦୦ ପହଞ୍ଚିଲା ।
କେବଳ ସ୍ୱେଚ୍ଛାସେବୀମାନଙ୍କ ଶ୍ରମରେ ତିଆରି ଏ ଜ୍ଞାନକୋଷରେ (ଏନସାଇକ୍ଲୋପିଡ଼ିଆ) ବିବିଧ ବିଷୟରେ ଲେଖା ରହିଛି । ଆଗରୁ ଥିବା ପ୍ରସଙ୍ଗର ସମ୍ପାଦନା ଓ ନୂଆ ପ୍ରସଙ୍ଗ ତିଆରି ସମସ୍ତଙ୍କ ପାଇଁ ଖୋଲା । or.wikipedia.org
ଉଇକିପିଡ଼ିଆ (ଜ୍ଞାନକୋଷ): or.wikipedia.org 🌍ଉଇକିପାଠାଗାର (ପାଠାଗାର): or.wikisource.org 📚 ଉଇକିଅଭିଧାନ: or.wiktionary.org 🌈Odia @Wikimedia projects